🎉 Odia Creator’s Offer 🎉

🔥 5000 ଟଙ୍କାର ଫୋଣ୍ଟ୍ ପ୍ୟାକ୍
ମାତ୍ର ₹99 ରେ!
✅ 63+ Premium Odia Calligraphy Typing Fonts
✅ 30+ Unicode Typing Fonts
✅ 8+ PLP Fonts with Lifetime Updates & New Fonts
Offer valid for the next !
📥 Download demo pack free via WhatsApp.
Mahua Pani Saturi Tanka Aatheni Lyrics Video
🎉 Odia Creator’s Offer 🎉

🔥 5000 ଟଙ୍କାର ଫୋଣ୍ଟ୍ ପ୍ୟାକ୍
ମାତ୍ର ₹99 ରେ!
✅ 63+ Premium Odia Calligraphy Typing Fonts
✅ 30+ Unicode Typing Fonts
✅ 8+ PLP Fonts with Lifetime Updates & New Fonts
Offer valid for the next !
📥 Download demo pack free via WhatsApp.
Video Credit
Title – Mahua pani.. saturi tanka aatheni,
Cast – Sailendra & Sayal,
Director – Chinmay Mishra,
Creative Team- Rahul Ray & Manini Nanda,
Dop – Biswajit Kuldi,
Edit – Manas ku. Sahoo,
Art director – Nabaghan Dalai,
Asst director – KD,
Choreographer – Amir,
Dance group – one M Crew,
Production Manager – Radha brother’s,
Makeup – Sibani,
Producer – Chinmay Mishra,
Audio Credit
Credits:
~Music: Gaurav Anand.
~Lyrics: Dr. Nirmal Nayak.
~Singers : Aseema Panda, Kuldeep Pattnaik.
~Keyboard , Rhythm Programming and Arrangements: Abhishek Panigrahi.
~ Nissan & Tasha : Abhishek Panigrahi.
~ Sambit Kumar Mohanty recorded Kuldeep and Aseema’s voices.
~ Mixed and Mastered: Somesh Satpathy.
Lyrics
Lyrics:
F- ହାଏ ଲୁସ୍-କୁ ଲୁସା
ମୋର ଢଲିଆ ଖୁସା
ଦେଖି ଧଙ୍ଗ୍-ରା ମନ
ହୁଏ ଛ ଛ ପଇସା
ମୋ ଆଖିରେ ନିଶା
ମୋ ଓଠରେ ନିଶା
ଟିକେ ଦେଖି ଚାହିଁକି
ଧନ ନଜର ମିଶା
M- ରସବତୀ ଆଲୋ ରସ ମନ୍ଦାର
କେମିତି ହେଲୁ ତୁ ଏତେ ସୁନ୍ଦର
ବୟସର ଦୋଷ
ବଢିଯାଏ ଶୋଷ
ଲାଜ ତୋର ମତେ ବାୟା କଲାଣି
ଆ ଢକୋ ଢକୋ ଢକୋ ଢକୋ
ପିଏଇ ଦେ
ମହୁଆ ପାଣି
ଦେବି ସତୁରି ଟଙ୍କା ଆଉ ଆଠେଣି
ମୋ ପକେଟରୁ
ମୁଁ ଗଣି ଗଣି (୦)
F- ବଜାର ଭିତରେ ହଜାରେ ରସିଆ
ରାତିଦିନ ମୋ ପଛରେ ସାଲୁବାଲୁ
କିଏ ସେ କହୁଛି ଇଲୁ ଇଲୁ ମତେ
କିଏ ପୁଣି ଡାକେ ଓଏ ଗେଲୁ
M- ଅଣ୍ଟା ତୋ ସରୁଆ ଆଖି ତୋ ଧାରୁଆ
ତତେ ଦେଖି ମନ ମୋର ଛକପକ
ଝାଳୁଆ ଝାଳୁଆ ତୋ ଗୋରା ଦେହରୁ
ଅତର ଝରୁଛି ଥପଥପ
M(ch)- ଆଲୋ ଲୋ ଛଇଳି ବିଳାସ
ତତେ ଦେଖି ମନ ଉଲ୍ଲାସ
ଚାହାଣୀ ତୋ କାଚ ଗିଲାସ
ଦାରୁ ଦାରୁ ଦାରୁ
F(ch)- ଖୋଲିଦେଲେ ଥରେ ଖୋଷାରେ
ଝାମା ହେଇଯିବୁ ନିଶାରେ
ଜଣା ଯିବ ତୁ କେମିତି
ଗୁରୁ ଗୁରୁ ଗୁରୁ
M- କିଏ କହେ ତତେ କଷି ଧାଙ୍ଗିରୀ
କିଏ କହେ ତତେ କଞ୍ଚା ଅଙ୍ଗୁରୀ
ଦେଖି ଦେଲା ଦିନୁ
ତତେ ଆଲୋ ସୋନୁ
ଜଲ୍-ଜିରା ଚାଟି ଦିନ ଗଲାଣି
Filler
M- ଆଲୋ ଚନ୍ଦର ମୁଖୀ
ତୁ ନବ ଛନକୀ
ତୋ ରୂପକୁ ଦେଖି
ତଣ୍ଟି ଯାଉଛି ଶୁଖି
F- ଚିକିଣି ଚମେଲି ରସ ଡୁମେର
ଫସେଇ ଦେଲୁ ତୁ କଳା ଭଅଁର
ଆଜି ଠାରୁ ଧନ
ଦେଲି ତତେ ମନ
ତୋ ପାଇଁ ଦୋକାନ ଖୋଲି ଦେଲିଣି
ଆ ଢକୋ ଢକୋ ଢକୋ ଢକୋ
ପିଏଇ ଦେବି
ମହୁଆ ପାଣି
ଦେ ସତୁରି ଟଙ୍କା ଆଉ ଆଠେଣି
ତୋ ପକେଟରୁ
ତୁ ଗଣି ଗଣି (୧)



Chakra dami
Mahuapani
Chakra dami
Mahuapani odia movies
Dasratinaik
Dasratinaik